|
|
|||
|
||||
Overview"ଗାଳ୍ପିକା ଶ୍ରୀମତୀ ଆନନ୍ଦିକା ସାମନ୍ତରାୟଙ୍କ ଗଳ୍ପ ସଂକଳନ ""ସୋରିଷ ଫୁଲିଆ ଖରା"" । ଆନନ୍ଦିକାଙ୍କ ସାହିତ୍ୟ କୃତିରେ ସମକାଳୀନ ସମାଜର ନିଚ୍ଛକ ଚିତ୍ର ସ୍ପଷ୍ଟ ପ୍ରତିଫଳିତ । ଏକୋଇଶିଟି ଗଳ୍ପକୁ ନେଇ ଏଇ ସୋରିଷ ଫୁଲିଆ ଖରାର ପସରା । ଅବହେଳିତ ପଛୁଆ ବର୍ଗର ମଣିଷମାନଙ୍କର ଧୂଳି ଧୂଆଁ ଧୂସରିତ ଜୀବନଯାତ୍ରାର ପ୍ରତିଚ୍ଛବି ସବୁଠି ପ୍ରତିଫଳିତ । ବଣଜଙ୍ଗଲ ଘେରା ଅନ୍ଧାରି ଗୁହାର ଅନ୍ଧବିଶ୍ୱାସ, ଯେଉଁଠି ଆଇନ ଓ ଆଲୋକ ଅପହଞ୍ଚ, ଆଜିବି ଯେଉଁମାନେ ଅବହେଳିତ, ଶୋଷିତ ଓ ଲାଂଛିତ, ସେହିଭଳି କିଛି ଧୂସରିଆ ଚରିତ୍ର ତାଙ୍କ ଗଳ୍ପ ମାନଙ୍କରେ ଚଳପ୍ରଚଳ ହେଉଥାଆନ୍ତି ପ୍ରତ୍ୟେକ ଗଳ୍ପରେ ପଠନୀୟତାର ଏକ ସ୍ରୋତସ୍ୱିନୀ ଧାରାଟିଏ ପ୍ରବାହିତ, ଯାହା ପାଠକର ମନ ଉପକୂଳରେ ଅନୁରୂଣନ ସୃଷ୍ଟି କରିବାରେ ସକ୍ଷମ ।" Full Product DetailsAuthor: Anandika SamantrayPublisher: Vidya Publishing Inc. Imprint: Vidya Publishing Inc. Dimensions: Width: 14.00cm , Height: 0.90cm , Length: 21.60cm Weight: 0.159kg ISBN: 9781990494536ISBN 10: 1990494536 Pages: 144 Publication Date: 22 November 2022 Audience: General/trade , General Format: Paperback Publisher's Status: Active Availability: In stock We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor InformationTab Content 6Author Website:Countries AvailableAll regions |