Sanskaradharmi Odia Nataka: Prak-Swadhinata Kala

Author:   Anil Kumar Nanda
Publisher:   Black Eagle Books
ISBN:  

9781645604228


Pages:   438
Publication Date:   18 July 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $52.80 Quantity:  
Add to Cart

Share |

Sanskaradharmi Odia Nataka: Prak-Swadhinata Kala


Add your own review!

Overview

ପ୍ରାକ୍]-ସ୍ୱାଧୀନତା କାଳରେ ରଚିତ ସାମାଜିକ ଓଡ଼ିଆ ନାଟକ ଯେଭଳି ସମାଜର ଚିତ୍ର ବହନ କରିଛି ତାହା ଗ୍ରନ୍ଥଟିରେ ସୂଚିତ ହୋଇଛି । ଓଡ଼ିଆ ସାହିତ୍ୟରେ ପ୍ରଥମ ନାଟକ ରଚନା ହେବା ବେଳକୁ ସମାଜରେ ପୂରି ରହିଥିଲା ଅନ୍ଧବିଶ୍ୱାସ ଓ କୁସଂସ୍କାର । ତତ୍କାଳୀନ ନବ୍ୟ ଶିକ୍ଷିତ ସଂପ୍ରଦାୟ ଉକ୍ତ ପ୍ରଥାର ମୂଳୋତ୍ପାଟନ ନିମନ୍ତେ ଆଗେଇ ଆସିଥିଲା । ଊନବିଂଶ ଶତକର ସାମାଜିକ ଆନ୍ଦୋଳନକୁ ସ୍ୱାଗତ କରିବା ସହିତ ସୁସ୍ଥ ସମାଜର ପ୍ରତିଷ୍ଠା ନିମନ୍ତେ ଆହ୍ୱାନ ଦେଇଥିଲା । ମାତ୍ର ବିଜାତୀୟ ସଂସ୍କୃତି ତଥା ରୀତିନୀତିର ଆଦର କରି ହୋଇଥିଲା ସମାଲୋଚିତ । ପରିଶେଷରେ ଶିକ୍ଷିତମାନେ ଆଦର୍ଶବାଦକୁ ଆପଣାର କରି ସମାଜ ସଂସ୍କାର କର୍ମରେ ବ୍ରତୀ ହୋଇଥିଲେ । କ୍ରମେ ଗାନ୍ଧି ଓ ମାର୍କସ୍]ଙ୍କ ଦର୍ଶନ ପ୍ରବେଶ କରି ସମାଜ ସଂସ୍କାର ସ୍ୱରକୁ ବଳିଷ୍ଠ ରୂପ ଦେଇଥିଲା । ପ୍ରାକ୍]-ସ୍ୱାଧୀନତା କାଳୀନ ଓଡ଼ିଆ ନାଟକ ସାମାଜର ବାର୍ତ୍ତାବହ ହୋଇ ଉକ୍ତ ପ୍ରସଙ୍ଗଗୁଡ଼ିକୁ ଯେଭଳି ଉପସ୍ଥାପନ କରିଛି ଓ ସମାଜ ସଂସ୍କାରର ବିବିଧ ଦିଗ ଉପରେ ଆଲୋକପାତ କରିଛି ସେ ସମସ୍ତ ବିଷୟ ବିଶଦ ଭାବରେ ଏହି ଗ୍ରନ୍ଥରେ ଆଲୋଚିତ । ପୁଣି ସ୍ୱାଧୀନତା ପୂର୍ବବର୍ତ୍ତୀ କାଳୀନ ସଂସ୍କାରଧର୍ମୀ ଓଡ଼ିଆ ନାଟକଗୁଡ଼ିକର ଶିଳ୍ପମୂଲ୍ୟ ସଂପର୍କିତ ଆଲୋଚନା ମଧ୍ୟ ଗ୍ରନ୍ଥଟିର ଗୁଣାତ୍ମକ ମାନବୃଦ୍ଧି ଘଟାଇଛି । ଏହି ପୁସ୍ତକଟି ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସ୍ରଷ୍ଟା ପ୍ରାଣର ପ୍ରଥମ ଉପହାର ଏବଂ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ।

Full Product Details

Author:   Anil Kumar Nanda
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 2.50cm , Length: 21.60cm
Weight:   0.553kg
ISBN:  

9781645604228


ISBN 10:   1645604225
Pages:   438
Publication Date:   18 July 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଡକ୍ଟର ଅନିଲ୍ କୁମାର ନନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନମ୍ର ଉଚ୍ଚାରଣ । ଅନୁସନ୍ଧିତ୍ସା ହିଁ ତାଙ୍କ ସ୍ରଷ୍ଟା ଜୀବନର ବ୍ରତ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ନଦୀ ପରିବେଷ୍ଟିତ କଳମଡା ଶାସନ ଗ୍ରାମରେ ୧୯୭୫ ମସିହାରେ ତାଙ୍କର ଜନ୍ମ । ଅସୀମ ଜିଜ୍ଞାସା, ଗଭୀର ଉପଲବ୍ଧି ଏବଂ ନୂତନ ଦୃଷ୍ଟିଭଙ୍ଗୀର ଆରୋପ ହିଁ ତାଙ୍କ ସୃଷ୍ଟିର ସ୍ୱାତନ୍ତ୍ର]୍ୟ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ସ୍ୱନାମଧନ୍ୟ । ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସୁଚିନ୍ତିତ ଓ ଗବେଷଣାଧର୍ମୀ ଚିନ୍ତାଧାରା ପ୍ରସୂତ ଗ୍ରନ୍ଥ ହେଉଛି 'ସଂସ୍କାରଧର୍ମୀ ଓଡ଼ିଆ ନାଟକ' ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List