Sahitya: Seema Seematita

Author:   Manindra Kumar Meher
Publisher:   Black Eagle Books
ISBN:  

9781645604952


Pages:   168
Publication Date:   25 December 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Sahitya: Seema Seematita


Add your own review!

Overview

'ସାହିତ୍ୟ ସୀମା ଓ ସୀମାତୀତ' ପୁସ୍ତକର ପରିକଳ୍ପନା ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଯାହା କିଛି ରହିଛି ଜ୍ଞାନର ଦିଗ ଦିଗନ୍ତ ସର୍ବତ୍ର ସାହିତ୍ୟ ଯେ, ବିରାଜିତ ତାହା ପ୍ରମାଣ କରିଦେବାରେ ଏହା ଲେଖକଙ୍କ ଏକ ଅଭିନବ ନିରଭିମାନ ନିବେଦନ । ତେଣୁ ସବୁ ସ୍ତରର ପାଠକ ପାଠିକାଙ୍କ ପାଇଁ ଏହା ଯେ, ନବ-ଚିନ୍ତନର ବିରଳ ଉପାଦାନ ପ୍ରଦାନରେ ପ୍ରଭାବଦୀପ୍ତ, ଏହା ଉପଲବ୍ଧି କରିପାରିବେ ପ୍ରକୃତ ସଜ୍ଜନ । ସେ ଦୃଷ୍ଟିରୁ ଏହାର ବିପୁଳ ଆଦୃତି ଆମେ ଆଶା କରୁଛୁ ।

Full Product Details

Author:   Manindra Kumar Meher
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.00cm , Length: 21.60cm
Weight:   0.218kg
ISBN:  

9781645604952


ISBN 10:   1645604950
Pages:   168
Publication Date:   25 December 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ସାରସ୍ୱତ ଜଗତର ଏକ ବିନମ୍ର ବରଦାନ । ଗଳ୍ପ, ପ୍ରବନ୍ଧ ସାହିତ୍ୟ, ସମାଲୋଚନା, ରମ୍ୟରଚନା ଓ ଜୀବନୀ ସୃଷ୍ଟି କ୍ଷେତ୍ରରେ ସେ ଯେଉଁ ନିଷ୍ଠା ଓ ନୈତିକ ସୌନ୍ଦର୍ଯ୍ୟ ପ୍ରକଟ କରିଛନ୍ତି ତାହା ଏକାନ୍ତ ହୃଦୟସ୍ପର୍ଶୀ । ଗଙ୍ଗାଧରଙ୍କ ବିରଳ ସ୍ମୃତିସାମଗ୍ରୀ ସଂରକ୍ଷଣ, ସ୍ନେହସ୍ନିଗ୍ଧ ଶିକ୍ଷାଦାନ, ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରତିଷ୍ଠାନ ପରିଚାଳନାରେ ସେ ପ୍ରଦର୍ଶନ କରିପାରିଛନ୍ତି ଦିବ୍ୟଆଶିଷ ।ବରପାଲି ମହାବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶେଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ତଥା ଅନ୍ୟ ବିଶ୍ୱବିଦ୍ୟାଳୟରେ ନିଜସ୍ୱ ମୌଳିକ ଅନୁଭବ ଓ ଅନୁଶୀଳନକୁ ଉନ୍ମୁକ୍ତ କରି ସମଗ୍ର ଓଡ଼ିଶାର ବୃହତ୍ତର ଛାତ୍ରସମାଜ ପାଇଁ ସେ ଅତୁଳନୀୟ ଅନୁପ୍ରେରଣାର ପ୍ରତୀକ ଭାବରେ ଜାଜ୍ଜ୍ୱଲ୍ୟମାନ । ସମ୍ପ୍ରତି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଭିଜିଟିଂ ପ୍ରଫେସର ଭାବରେ ଅବସ୍ଥାପିତ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

wl

Shopping Cart
Your cart is empty
Shopping cart
Mailing List