Sabuja Kabita: Srasta O Srusti

Author:   Sushri Sandhya Mohanty
Publisher:   Black Eagle Books
ISBN:  

9781645603467


Pages:   268
Publication Date:   15 May 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Sabuja Kabita: Srasta O Srusti


Add your own review!

Overview

ସବୁଜ କବିତାର ଦିଗ୍]ବଳୟ ଖୁବ୍ ପ୍ରସାରିତ ନୁହେଁ । ପୁଣି ଏ ଗୋଷ୍ଠୀର କବିଙ୍କ ସଂଖ୍ୟା ଖୁବ୍ ସୀମିତ । ପାଞ୍ଚଜଣ ବନ୍ଧୁ ଏକାଠି ହୋଇ କିଛି ଲେଖାଲେଖି ପାଇଁ ପ୍ରୟାସ କରିଥିଲେହେଁ ସେମାନଙ୍କ ମଧ୍ୟରୁ ଦୁଇଜଣ ସାହିତ୍ୟରାଜ୍ୟରେ ଆଦୌ ପାଙ୍]କ୍ତେୟ ହୋଇନାହାନ୍ତି । କିନ୍ତୁ ସାହିତ୍ୟ-ସଂଗଠନ, ପତ୍ରିକା ପ୍ରକାଶନ ଦିଗରେ ସେ ଦୁହିଁଙ୍କ ଅବଦାନ ନିଶ୍ଚୟ ସ୍ୱୀକୃତ ହେବ । ଅନ୍ୟ ତିନିଜଣ କବିଙ୍କ ମଧ୍ୟରୁ ଅନ୍ନଦାଶଙ୍କର ମାତ୍ର ଚାରିବର୍ଷ ପାଇଁ ଓଡ଼ିଆ କବିତା ଲେଖିବାରେ ମନ ବଳେଇଛନ୍ତି । ତାଙ୍କ ସୃଷ୍ଟି ସଂଖ୍ୟା ଦୃଷ୍ଟିରୁ ମାତ୍ର ଚଉଦଟି କବିତା । ତା\'ପରେ ସେ ବଙ୍ଗଳା ସାହିତ୍ୟକୁ ଅପସାରିତ ହୋଇ ଯାଇଛନ୍ତି । ତେଣୁ ସବୁଜ କବି ଭାବରେ କେବଳ ବୈକୁଣ୍ଠନାଥ ଓ କାଳିନ୍ଦୀ ଚରଣ ହିଁ ଏହି ନିବନ୍ଧରେ ସବିଶେଷ ଆଲୋଚନା ସ୍ତରକୁ ଆସିଛନ୍ତି । ମୋର ଦୁର୍ଭାଗ୍ୟ ଏ ଦୁଇଜଣ ଯାକ କବି ଆଜି ଇହଜଗତରେ ନାହାନ୍ତି । ତେଣୁ ଏ ନିବନ୍ଧ ଗ୍ରନ୍ଥରେ ମୁଁ ସେମାନଙ୍କ ସହିତ ସାକ୍ଷାତକାରର କୌଣସି ପ୍ରାମାଣିକ ବିବରଣୀ ଦେଇପାରିନାହିଁ । କିନ୍ତୁ ଏହି କବିଙ୍କ ଭାବମୂର୍ତ୍ତି ହିଁ ମୋର ପ୍ରବନ୍ଧ ରଚନାର ମୂଳ ଅନୁପ୍ରେରଣା । ଓଡ଼ିଆ ସାହିତ୍ୟକୁ ଏହି ଯଶସ୍ୱୀ କବିଙ୍କ ଅବଦାନ ପାଇଁ ଏ ସାହିତ୍ୟର ଜଣେ ଅନୁରାଗୀ ପାଠକ ଭାବେ ମୁଁ ଯେତେ କୃତଜ୍ଞତା ଜଣାଇଲେ ବି ତାହା ମୋ ଭାଷାର ନିଅଣ୍ଟିଆପଣକୁ ହିଁ ସାବ୍ୟସ୍ତ କରିବ । ଓଡ଼ିଆ ସାହିତ୍ୟ ପାଇଁ ସାମାନ୍ୟ ଅନୁରାଗରୁ ଏହି ନିବନ୍ଧ ଗ୍ରନ୍ଥର ପରିକଳ୍ପନା । ତେଣୁ ଯଦି ଏହା ପାଠକପାଠିକାଙ୍କ ଆଦର ଲାଭ କରିବ ତେବେ ତାହାହିଁ ମୋର ଶ୍ରମର ସାର୍ଥକତା ହେବ । - ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି

Full Product Details

Author:   Sushri Sandhya Mohanty
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.50cm , Length: 21.60cm
Weight:   0.345kg
ISBN:  

9781645603467


ISBN 10:   1645603466
Pages:   268
Publication Date:   15 May 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି (୧୯୬୮) ମସିହାରେ ପିତା ବିରଞ୍ଚି ନାରାୟଣ ଦାସ, ମାତା ଉର୍ମିଳା ଦାସଙ୍କ କୋଳମଣ୍ଡନ କରି କେନ୍ଦୁଝରଗଡ଼ସ୍ଥ ମାଧପୁରରେ ଭୂମିଷ୍ଠ ହୋଇଥିଲେ । କେନ୍ଦୁଝରରେ ବିଦ୍ୟାଳୟ, ହାଇସ୍କୁଲ୍], ମହାବିଦ୍ୟାଳୟ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ 'ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି' ଉପରେ ଗବେଷଣା କରି ପିଏଚ୍].ଡି. ଲାଭ କରିଛନ୍ତି ।'ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି' ସବୁଜ ସ୍ରଷ୍ଟା ଏବଂ ସେମାନଙ୍କର ସୃଷ୍ଟି ସମ୍ବନ୍ଧିତ ଏକ ଉଚ୍ଚକୋଟୀର ଗବେଷଣା ପୁସ୍ତକ । ପ୍ରେମ, ପ୍ରକୃତି, ରହସ୍ୟ, ଈଶ୍ୱର, ଏ ଜୀବନବୋଧର ଛାୟାଚ୍ଛନ୍ନ ପରିମଣ୍ଡଳର ରୋମାଣ୍ଟିକ୍ ସ୍ରଷ୍ଟାମାନଙ୍କର ଚିତ୍ରଧର୍ମୀ ରୂପାୟନ ହିଁ ଆଲୋଚ୍ୟ ପୁସ୍ତକର ମୁଖ୍ୟ ବିଷୟ । 'ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି' ଗ୍ରନ୍ଥରେ ରୋମାଣ୍ଟିକ୍ କାବ୍ୟଧାରାର ଶେଷ ପଥିକୃତ୍ ଆଲୋଚନା ଭାବେ ଜିଜ୍ଞାସୁ ବିଦ୍ୟାର୍ଥୀ ଏବଂ ଗବେଷକଙ୍କ ନିମନ୍ତେ ଯେ ନିଶ୍ଚିତ ଭାବେ ଉପାଦେୟ ହେବ, ଏହା ଆମର ବିଶ୍ୱାସ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List