Rati Pahile Sakala

Author:   Bhaskar Parichha
Publisher:   Black Eagle Books
ISBN:  

9781645603498


Pages:   230
Publication Date:   07 February 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Rati Pahile Sakala


Add your own review!

Overview

ବ୍ୟକ୍ତି ଓ ଘଟଣାର ସମାହାର ଏହି ପୁସ୍ତକରେ ସ୍ଥାନିତ ଲେଖାଗୁଡ଼ିକ ବିଭିନ୍ନ ପ୍ରକାରର ଓ ବିଭିନ୍ନ ପ୍ରସଙ୍ଗକୁ ନେଇ। ସଙ୍କଳନରେ ସାମ୍ବାଦିକତା ସମ୍ପର୍କିତ ଲେଖା ଅଛି। ସାହିତ୍ୟ ଲେଖା ଅଛି। ଶ୍ରଦ୍ଧାଞ୍ଜଳି ଅଛି। ଶିଳ୍ପ, ବ୍ୟବସାୟ, ବୈଷୟିକ ବିଜ୍ଞାନ, ତାତ୍କାଳିକ ଘଟଣା, ଶିକ୍ଷା,ସ୍ବାସ୍ଥ୍ୟ, ଆନ୍ତର୍ଜାତିକ ସ୍ଥିତି, ରାଜନୀତି, ପ୍ରଶାସନ ଓ ଗଣତନ୍ତ୍ର ଏସବୁ ବିଷୟ ଉପରେ ପ୍ରକାଶିତ ଆଲୋଚନା ମଧ୍ୟ ରହିଛି। ମୁକ୍ତ ଓ ଇଛାଧୀନ ପଠନ ପାଇଁ ବିଷୟ ଗୁଡ଼ିକର ବିଭାଗୀକରଣ କରାଯାଇ ନାହିଁ,ବରଂ ଇତଃସ୍ତତଃ ଭାବରେ ସେଗୁଡିକୁ ସଜ୍ଜିତ କରାଯାଇଛି।

Full Product Details

Author:   Bhaskar Parichha
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.30cm , Length: 21.60cm
Weight:   0.295kg
ISBN:  

9781645603498


ISBN 10:   1645603490
Pages:   230
Publication Date:   07 February 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଭାସ୍କର ପରିଚ୍ଛା (୧୯୫୭)ଙ୍କ ଜନ୍ମ ପାରଳାଖେମୁଣ୍ଡିରେ। ଦୀର୍ଘ ଚାଳିଶି ବର୍ଷ ଧରି ସେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ରହି ଆସିଛନ୍ତି। 'ଧରିତ୍ରୀ', 'ଅନୁପମ ଭାରତ' ଆଦି ଖବରକାଗଜରେ ସେ କାର୍ଯ୍ଯ କରିଛନ୍ତି।୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ସେ 'ଓଡ଼ିଶା ଭାସ୍କର' ଦୈନିକ ସମ୍ବାଦପତ୍ରର ସମ୍ପାଦକ ଥିଲେ।ସେ ଉଭୟ ଓଡ଼ିଆ ଓ ଇଂରେଜୀରେ ଲେଖନ୍ତି ଓ ପୁସ୍ତକ ସମୀକ୍ଷାରେ ଅଧିକ ମନୋନିବେଶ କରିଥାନ୍ତି। ଭୁବନେଶ୍ବରର ଐତିହାସିକ ପଟିଆ ଅଞ୍ଚଳରେ ସେ ରହନ୍ତି।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List