Rajanikanta Galpamanasa: Bikshya O Bimarsha

Author:   Shantanu Kumar Nayak
Publisher:   Black Eagle Books
ISBN:  

9781645602804


Pages:   362
Publication Date:   04 June 2022
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $33.61 Quantity:  
Add to Cart

Share |

Rajanikanta Galpamanasa: Bikshya O Bimarsha


Add your own review!

Overview

"ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ଗଳ୍ପ ଜଗତକୁ ନେଇ ଏହି ""ରଜନୀକାନ୍ତ ଗଳ୍ପମାନସ ବୀକ୍ଷା ଓ ବିମର୍ଶ"" ସମୀକ୍ଷା ଗ୍ରନ୍ଥରେ ଶାନ୍ତନୁଙ୍କ ଗବେଷଣାତ୍ମକ ଅନ୍ତର୍ଦୃଷ୍ଟି ପ୍ରକାଶିତ । ଭାବବସ୍ତୁଭିତ୍ତିକ ଓ ଶୈଳୀତାତ୍ତ୍ୱିକ ଦୃଷ୍ଟିରୁ ପର୍ଯ୍ୟାଲୋଚିତ ଏହି ଗବେଷଣାତ୍ମକ ପୁସ୍ତକ ପାଠକ ତଥା ଗବେଷକମାନଙ୍କ ପ୍ରିୟଭାଜନ ହୋଇପାରିବ ନିଶ୍ଚୟ ।"

Full Product Details

Author:   Shantanu Kumar Nayak
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 2.10cm , Length: 21.60cm
Weight:   0.458kg
ISBN:  

9781645602804


ISBN 10:   164560280
Pages:   362
Publication Date:   04 June 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଡକ୍ଟର ଶାନ୍ତନୁ କୁମାର ନାୟକ ସମ୍ପ୍ରତି ଏରୋନଟିକ୍ସ୍ ମହାବିଦ୍ୟାଳୟ, ସୁନାବେଡ଼ାଠାରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ । ସେ ଏକାଧାରରେ ଜଣେ ଗାଳ୍ପିକ, ଗବେଷକ, ସମାଲୋଚକ-ସମ୍ପାଦକ ଭାବରେ ଅନେକ ପ୍ରତିଭାର ଅଧିକାରୀ । ଜଣେ ଅନ୍ତର୍ମୁଖୀ ଗାଳ୍ପିକ ଭାବରେ ସେ 'କଥା ନବପ୍ରତିଭା ପୁରସ୍କାର', 'କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର', 'ହାଜୀ ଅସର୍]ଫ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର', '୨୪ତମ କଳିଙ୍ଗ ପୁସ୍ତକ ମେଳା ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସାରସ୍ୱତ ସମ୍ମାନ' ଭଳି ଅନେକ ସମ୍ମାନ ଓ ସ୍ୱୀକୃତିରେ ଭୂଷିତ । ତାଙ୍କ ଗବେଷଣାଧର୍ମୀ ପ୍ରବନ୍ଧମାନ 'ସପ୍ତର୍ଷି', 'ସହକାର', 'ସହଯୋଗୀ', 'ସ୍ୱାଭିମାନ' ଭଳି ପତ୍ରିକା ତଥା ବିଭିନ୍ନ ସମ୍ପାଦିତ ପୁସ୍ତକରେ ସ୍ଥାନିତ । ଜଣେ ସମ୍ପାଦକ ଭାବରେ 'ସାହିତ୍ୟ-ବିମର୍ଶ' ସମାଲୋଚନାତ୍ମକ ପୁସ୍ତକ, 'ଶାଶ୍ୱତିକା' ଓ 'ସ୍ମରଣିକା' ପତ୍ରିକା ସେ ସମ୍ପାଦନା କରିଛନ୍ତି । ଶାନ୍ତନୁଙ୍କ ଗଳ୍ପ ପୁସ୍ତକ 'ଅବତୀର୍ଣ୍ଣ' ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List