Prayogika Uttara Samrachanabada banam Odia Sahitya

Author:   Rabindra Kumar Das
Publisher:   Black Eagle Books
ISBN:  

9781645602248


Pages:   204
Publication Date:   21 November 2021
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $28.44 Quantity:  
Add to Cart

Share |

Prayogika Uttara Samrachanabada banam Odia Sahitya


Add your own review!

Overview

ଆମ ସର୍ଜନଶୀଳ ଲେଖକମାନେ କାଳେ କାଳେ ବହୁମୁଖୀ । ସେ ସାରଳା ଦାସ ହୁଅନ୍ତୁ ବା ଫକୀରମୋହନ ବା ଗୋପିନାଥ ବା ମନୋଜ ବା ୧୯୬୦ ପରବର୍ତ୍ତୀ ଯେ କେହି ବି । ଏମାନେ ନିଜ ନିଜ ସମକାଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ରଚିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷଣପ୍ରବଣ । ତେବେ ୧୯୬୦ ପରବର୍ତ୍ତୀ ସାହିତ୍ୟସର୍ଜନାସମୂହର ଆକଳନ ବିଶ୍ୱସାହିତ୍ୟ ତଥା ବିଶ୍ୱସାହିତ୍ୟ ସମାଲୋଚନା ସହିତ ସମତାଳିତ କରାଇ ବୋଧହୁଏ ଠିକ୍ ଭାବରେ ଏଯାବତ୍ ପରିବେଷଣ କରାଯାଇ ନାହିଁ । କେବଳ ୧୯୬୦ ରୁ ୧୯୭୦ ମଧ୍ୟରେ ଓଡ଼ିଆ ସାହିତ୍ୟରେ କୁମାର, କୃଷ୍ଣଚରଣ, ସୁରେନ୍ଦ୍ର, ମନୋରଞ୍ଜନ, ଗୋବିନ୍ଦ, ରମେଶ, ଗୋପିନାଥ, ବିଜୟ, ସଚ୍ଚିଦାନନ୍ଦ, ବିନୋଦଚନ୍ଦ୍ର, ଅନନ୍ତ, ରମାକାନ୍ତ, ସୀତାକାନ୍ତ, ଚନ୍ଦ୍ରଶେଖର, ଶାନ୍ତନୁମାନେ ଯେଭଳି ପରୀକ୍ଷାମଗ୍ନ ଏବଂ ପ୍ରୟୋଗମଗ୍ନ ହେଇ ସାଧନାମଗ୍ନ ହେଇଛନ୍ତି, ସେତିକିରେ ଆମେ ଉତ୍ତର-ସଂରଚନାବାଦୀ ବା ଉତ୍ତର- ଆଧୁନିକତାବାଦୀ ବିଶ୍ୱ ସାହିତ୍ୟ ଧାରା ସହିତ ସମତାଳ ଏବଂ ସମକାଳ ହୋଇ ସ୍ୱକୀୟ ସ୍ୱାତନ୍ତ୍ର]୍ୟ ଲଭିଛୁ କହିଲେ ଅତିକଥନ ହେବ ନାହିଁ । ସେଥିପାଇଁ ଗବେଷଣା ବହୁ ପରିତଳୀୟତା ଅର୍ଜନ କରୁ । ତହିଁରେ ଆମ ସେନ୍ସ ଅଫ୍ ସେଲ୍ଫ୍ ଏବଂ ଆଇଡେଣ୍ଟିଟିକୁ ବି ଚିହ୍ନଟ କରାଯାଉ । ଗବେଷଣା କ୍ଷେତ୍ରରେ ଏକପାଖିଆ କିମ୍ବା ଏକଦେଶଦର୍ଶିଆ ମାନସିକତାକୁ ପରିହାର କରାଯାଉ । ଫଳରେ ଆମ ଭାଷା ସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ତାକତ୍ ସମୂହ ସମ୍ମୁଖୀକୃତ ହେଇପାରିବ । ଆମ ଭାଷାସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ତାକତ୍]କୁ ନବୀନ ଗବେଷକଗବେଷିକାମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ଏ ସମାଲୋଚନା ଗ୍ରନ୍ଥଟି ରଚିତ ।

Full Product Details

Author:   Rabindra Kumar Das
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.20cm , Length: 21.60cm
Weight:   0.263kg
ISBN:  

9781645602248


ISBN 10:   1645602249
Pages:   204
Publication Date:   21 November 2021
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

Dr Rabindra Kumar Das, renowned teacher of the Department of Odia, Visva-Bharati, Santiniketan, India is an obsessive, swift and well-built critic of present day scenario and usually focuses on discovering invariable horizon of history and criticism of literature. He is always entangled with contemporary world literary criticism. His prompt, potential concentration lies on eco-criticism, stylistics, dimension theory, transformation theory, spotlight syndrome theory and new-noveldom to mould Odia literature and its unprecedented and transcended measure. This is his 4th major critical essay collection. It reveals chronotope, dialogism, avant-garde, meta-fiction, anti-imperialism, structuralism etc. highlighting basis of Odia literature.

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List