|
|
|||
|
||||
Overview""ପରିତ୍ରାଣାୟ ସାଧୁନାମ୍]' ତେରଟି ହାସ୍ୟରସାତ୍ମକ, କଳ୍ପନା ରୂପାନ୍ତରିତ ଗଳ୍ପରେ ସଂକଳିତ ରଚନା; ଯାହାର କିଛି ଗଳ୍ପ The Odisha Society of the Americas (OSA) ମାଗାଜିନ୍]ରେ ବିଭିନ୍ନ ସମୟରେ ପ୍ରକାଶିତ ହୋଇଅଛି। ତଦାନୀନ୍ତନ ଅନୁଭୂତି ଓ କଳ୍ପନାରେ ଆଧାରିତ ଗଳ୍ପ ସମୂହ ପାଇଁ ମୁଁ ମୋର ଅନେକ ସ୍ୱର୍ଗତଃ ଏବଂ ବର୍ତ୍ତମାନର ବନ୍ଧୁମାନଙ୍କ ପାଖରେ କୃତଜ୍ଞ। ଅଳ୍ପ କିଛି ଗଳ୍ପ ନେଇ ଏହି ପୁସ୍ତକର ପ୍ରଥମ ମୁଦ୍ରଣ ପ୍ରକାଶନ ୨୦୦୫ ମସିହାରେ ସ୍ୱର୍ଗତ ଡ. କାର୍ତ୍ତିକେଶ୍ୱର ପାତ୍ର (ବାଲେଶ୍ୱରର ପୂର୍ବତନ ଏମ୍]ପି)ଙ୍କ ପ୍ରେରଣା ଓ ଆନୁକୂଲ୍ୟରେ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ଏବଂ ଦୀନକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ବିଶ୍ୱାଳଙ୍କ ସହଯୋଗରେ ହୋଇଥିଲା; ଯାହାଙ୍କୁ ମୋର ବିଶେଷ ଧନ୍ୟବାଦ ଏବଂ ପ୍ରଚ୍ଛଦର ମୂଳରୂପ ଡିଜାଇନର୍ ଅଶୋକ ମହାନ୍ତି (ଭଦ୍ରକ) ଏବଂ ତାହାର ରୂପାନ୍ତର ନିମନ୍ତେ ଶ୍ରୀ ଅଶୋକ ପରିଡ଼ାଙ୍କୁ ଅଶେଷ ଧନ୍ୟବାଦ ଓ ପୁସ୍ତକର ପୁନଃପ୍ରକାଶ ନିମନ୍ତେ ପାଇଁ ମୁଁ ଶ୍ରୀ ସତ୍ୟ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞ। ""Teachers live in Eternity"" ସ୍ୱର୍ଗତଃ କାର୍ତ୍ତିକେଶ୍ୱର ପାତ୍ର ଥିଲେ ସେମିତି ଜଣେ ଉଦାର ଶିକ୍ଷକ ଓ ପଥପ୍ରଦର୍ଶକ। ତେଣୁ ଏହି ମୁଦ୍ରଣର ବହିଟିକୁ ସ୍ୱର୍ଗତ କାର୍ତ୍ତିକେଶ୍ୱର ପାତ୍ରଙ୍କ ସ୍ମୃତିରେ ପାଠକଗଣଙ୍କୁ ତର୍ପଣ କରୁଛି। --ଡକ୍ଟର ନାରାୟଣ ଚନ୍ଦ୍ର ରଥ, ଫେଏଟିଭିଲ, ଆରକନ୍ସା, ୨୦୨୫ Full Product DetailsAuthor: Narayan RathPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.60cm , Length: 21.60cm Weight: 0.127kg ISBN: 9781645607793ISBN 10: 1645607798 Pages: 102 Publication Date: 29 December 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationନାରାୟଣ ରଥଙ୍କ ଜନ୍ମ ବାଲେଶ୍ୱର ଜିଲ୍ଲାରେ; ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମ୍].ଏସ୍]ସି., ପିଏଚ୍].ଡି. ଏବଂ ଭାରତ, ଫ୍ରାନ୍ସ ଓ ଆମେରିକାର ବିଭିନ୍ନ ବୈଜ୍ଞାନିକ ସଂସ୍ଥାରେ ନିଯୁକ୍ତି ପରେ, ସେ ଏବେ କାର୍ଯ୍ୟ ବିରତ। ଏହି ବହିର କାହାଣୀଗୁଡ଼ିକର ରଚନାର ପ୍ରସଙ୍ଗ ଏବଂ ବିସ୍ତୃତି ପାଖାପାଖି ଚାଳିଶରୁ ପଚାଶ ବର୍ଷ; ଅନେକାଂଶରେ ସାମୟିକ। ତେଣୁ ସେହି ଆମୋଦଜନିତ ରଚନାମାନଙ୍କ ମଧ୍ୟରେ କୌଣସି ବ୍ୟକ୍ତି ଏବଂ ସଂସ୍ଥାର ସାମଞ୍ଜସ୍ୟତା ସମ୍ପୂର୍ଣ୍ଣ ଦ୍ୱେଷ ହୀନ। Tab Content 6Author Website:Countries AvailableAll regions |
||||