Neha Paain Prema Kabita

Author:   Harikrishna Behera
Publisher:   Black Eagle Books
ISBN:  

9781645605256


Pages:   98
Publication Date:   26 February 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Neha Paain Prema Kabita


Add your own review!

Overview

ପ୍ରେମ ତ କରିଥିଲି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେଇ ମୋଟି ଝିଅ ଝିଲ୍ଲି ସାହୁକୁ; ଯିଏ ମୋ ପ୍ରେମ ବନ୍ଧୁତ୍ୱକୁ ପିଲାଖେଳ ବୋଲି ହସରେ ଉଡାଇ ଦେଇଥିଲା । ଆଉ ଦ୍ୱିତୀୟ ଥର ପ୍ରେମ କରିଥିଲି କଲେଜରେ ପ୍ରଥମ ଦିନ, ପ୍ରଥମ ଦେଖାରେ ହିଁ ସେଇ ତନୁପାତଳି ମାରୱାଡି ଝିଅକୁ ଯିଏ ମୋ ପ୍ରେମକୁ, ହୃଦୟକୁ ପ୍ରତି ମୁହୂର୍ତ୍ତରେ କରିଚାଲିଲା ପଦାଘାତ । ଆଉ ମୁଁ ପାଗଳ ପ୍ରେମିକ ଆଜି ବି ତାକୁ ହୃଦୟ ଦେଇ ଭଲପାଏ । ଆଉ ଭଲ ପାଉଥିବି ମଧ୍ୟ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ । ସାତଜନ୍ମର କଥା ତ କହିପାରିବିନି କିନ୍ତୁ ଏ ଜନ୍ମର ଶେଷ ପର୍ଯ୍ୟନ୍ତ ସିର୍ଫ ଭଲ ହିଁ ପାଉଥିବି । ଆଉ ନେହା! ନେହା କିଏ....? ନେହା ହେଉଛି ମୋ କଳ୍ପନାର ଏକ ଅନନ୍ୟା କାବ୍ୟନାୟିକା । ଯିଏ ଆସିଛି ଗହନରାତ୍ରିର ଅନ୍ଧାରରେ ଐଶ୍ୱର୍ଯ୍ୟା ରାୟର ରୂପନେଇ ତ କେବେ ଆସିଛି ଫକୀରମୋହନ ସେନାପତିଙ୍କ ରେବତୀ ହୋଇ । ଆଉ ମୁଁ...? ମୁଁ ତ ସିର୍ଫ ପାଗଳ ପ୍ରେମିକ । କେବଳ ଭଲପାଇବା ଜାଣେ । ଦେଖିଛି ଅତି ପାଖରୁ ନାରୀର ଉଲଗ୍ନ ଶରୀର, କିନ୍ତୁ କେବେ କରିନି ସ୍ପର୍ଶ । ଆଉ ସ୍ପର୍ଶ କରିନି ବୋଲି ତ ଆଜି ହୋଇଛି ସମାଲୋଚିତ । ମନକୁ ଯାହା ଆସେ ତାକୁ ଜୋର କରି କବିତାର ଗର୍ଭରେ ଖୁନ୍ଦି ଦେଇଛି । ତୁମେ କେବେ ଦେଖିଛ ମରୁଭୂମିର ମରୀଚିକାକୁ, ଚାତକର ତୃଷ୍ଣାକୁ... ରାଧାଙ୍କ ଚରମ ବ୍ୟାକୁଳତାକୁ... କେବେ ଅନୁଭବ କରିଛ କି ବସନ୍ତର ମଳୟ ବାରିକୁ.... ସେହି ବ୍ୟାକୁଳତା । ଅନୁଭବ ମଧ୍ୟରେ ତୁମ ସ୍ୱପ୍ନର ତାଜମହଲ ଯେପରିକି ତୁମର ଅନୁପସ୍ଥିତିରେ ସୂର୍ଯ୍ୟର ଆଗମନରେ କଇଁ ମ୍ଳାନ ସେହିପରି କାହିଁକି କେଜାଣି ବ୍ୟତିବ୍ୟସ୍ତ କରେ ତୁମ ବିଚ୍ଛେଦ କେବଳ କିଛି ମୁହୂର୍ତ୍ତ ପାଇଁ କହି ପାରିବ...?

Full Product Details

Author:   Harikrishna Behera
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.132kg
ISBN:  

9781645605256


ISBN 10:   1645605256
Pages:   98
Publication Date:   26 February 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଡକ୍ଟର ହରିକୃଷ୍ଣ ବେହେରାଙ୍କ ଜନ୍ମ ବ୍ରହ୍ମପୁର, ଓଡ଼ିଶାରେ । ପିଲାଟିବେଳୁ ଓଡ଼ିଆ ସାହିତ୍ୟ ଓ କବିତାରେ ରୁଚି ରଖୁଥିବା ଏହି କବିଙ୍କ ନିଶା କିନ୍ତୁ ଥିଲା ଓଡ଼ିଆ ପୁସ୍ତକ ସଂଗ୍ରହ । ନବେ ଦଶକରେ ନିଜେ 'ନେହା ବୁକ୍ ଟ୍ରଷ୍ଟ୍]' ନାମରେ ଏକ ଘରୋଇ ପାଠାଗାର ଗଠନ କରି ଓଡ଼ିଆ ପାଠକ ମହଲରେ ଆଦୃତି ଲାଭ କରିଥିଲେ । ତାଙ୍କ ରଚିତ ଗଳ୍ପ, କବିତା, ଅନୁବାଦ ଓ ପ୍ରବନ୍ଧଗୁଡ଼ିକ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ଓ ଓଡ଼ିଶା ବାହାରର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଏହା ତାଙ୍କର ପ୍ରଥମ କବିତା ସଂକଳନ ହୋଇଥିବା ବେଳେ ଆଗରୁ ପାଞ୍ଚଟି ଇଂରାଜୀ ପୁସ୍ତକ ପ୍ରକାଶିତ ହୋଇସାରିଛି । ଏହାଛଡା ତାଙ୍କ ଦ୍ୱାରା ଲିଖିତ ଗବେଷଣା ନିବନ୍ଧଗୁଡ଼ିକ ଦେଶରେ ଓ ଦେଶ ବାହାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ବର୍ତ୍ତମାନ ଡକ୍ଟର ବେହେରା ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳରେ ସହକାରୀ ପ୍ରଫେସର ଭାବେ ଅବସ୍ଥାପିତ ଅଛନ୍ତି ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List