Natakara Biswarupa

Author:   Sanghamitra Mishra
Publisher:   Black Eagle Books
ISBN:  

9781645600893


Pages:   194
Publication Date:   21 November 2022
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Natakara Biswarupa


Add your own review!

Overview

'ନାଟକର ବିଶ୍ୱରୂପ' ସଂଘମିତ୍ରା ମିଶ୍ରଙ୍କର ନାଟକ ସମାଲୋଚନା ପୁସ୍ତକ । ୨୦ଟି ପ୍ରବନ୍ଧ ନେଇ ଏହାର ପ୍ରାଣ ପ୍ରତିଷ୍ଠା । ସଂଘମିତ୍ରା ମିଶ୍ର ନାଟକ ତଥା ନାଟ୍ୟସମାଲୋଚନା କ୍ଷେତ୍ରରେ ଏକ ଉଜ୍ୱଳ ଉଦାହରଣ । ତାଙ୍କର ଦୀର୍ଘ କାଳର ନାଟକପଠନ, ଦର୍ଶନ, ଗବେଷଣା ଓ ପାଠ୍ୟଦାନ ତଥା ପିଏଚ୍]ଡି ଗବେଷଣାର ଦିଗ୍]ଦର୍ଶନ ତାଙ୍କୁ ନାଟକକୁ ଭିନେ ବାଗରେ ଦେଖିବାର ଆଗ୍ରହ ଦେଇଛି । ନାଟକ ସହିତ ଏକାତ୍ମ ହେବାର ଅନୁଭବ ନେଇ ରଚିତ ଏହି ପ୍ରବନ୍ଧଗୁଡ଼ିକ ଆଗ୍ରହୀ ପାଠକଙ୍କର ପ୍ରତ୍ୟାଶା ଅବଶ୍ୟ ପୂରଣ କରିବ ଏହି ଆଶା ଆମେ ରଖିଛୁ ।

Full Product Details

Author:   Sanghamitra Mishra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.10cm , Length: 21.60cm
Weight:   0.254kg
ISBN:  

9781645600893


ISBN 10:   1645600890
Pages:   194
Publication Date:   21 November 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ସଂଘମିତ୍ରା ମିଶ୍ର (୧୯୫୩) ଓଡ଼ିଆ ସାହିତ୍ୟରେ ଏକ ଶ୍ରଦ୍ଧାଶୀଳ ନାମ । ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ସେ ସାହିତ୍ୟ ସହିତ ରହିଛନ୍ତି । ସେ ଏକାଧାରରେ କବି, ନାଟ୍ୟକାର, ସମାଲୋଚକ, ପ୍ରାବନ୍ଧିକ, ସ୍ତମ୍ଭକାର, ଜୀବନୀକାର, ଅନୁବାଦକ ଓ ଶିଶୁ ସାହିତ୍ୟ ସ୍ରଷ୍ଟା । ନିଜ ପିତାଙ୍କ ଜୀବନୀ 'ଇତିହାସର ହଜିଲା ଖିଅ' ଓ ନିଜର ଆତ୍ମଜୀବନୀ 'ସଦିଚ୍ଛାର ସହସ୍ରଧାରା' ପାଇଁ ସେ ଓଡ଼ିଶାର ବୃହତ୍ତର ପାଠକ ମହଲରେ ପରିଚିତା । 'ଯକ୍ଷପ୍ରଶ୍ନ' ପାଇଁ ସେ ଦୀର୍ଘସମୟ ଚର୍ଚ୍ଚାରେ ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରର ଓଡ଼ିଆ ବିଭାଗରେ ଦୀର୍ଘକାଳ ଅଧ୍ୟାପନା ଦାୟିତ୍ୱରେ ରହି ଏବେ ସେ ଅବସରପ୍ରାପ୍ତ । ତାଙ୍କର ଲେଖନୀ ଏବେ ମଧ୍ୟ ଚଳଚଞ୍ଚଳ । ଗୁଣ ଓ ପରିମାଣ ଉଭୟ ଦିଗରୁ ସେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List