Muthae Byanga O Chenae Hasa

Author:   Ananta Charan Behera
Publisher:   Black Eagle Books
ISBN:  

9781645608127


Pages:   202
Publication Date:   08 January 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Muthae Byanga O Chenae Hasa


Overview

""ପ୍ରତ୍ୟେକ ଭାଷା ସାହିତ୍ୟରେ ନବରସର ଅବତାରଣା ପାଠକର ମାନସିକତାକୁ କରେ ପ୍ରଭାବିତ ଓ ତଦନୁସାରେ ପାଠକ ପାଏ ସାହିତ୍ୟ ମହାସାଗରରୁ ଆନନ୍ଦ ରୂପକ ମୁକ୍ତାର ଅମୂଲ୍ୟ ବିଭବ । ବ୍ୟଙ୍ଗ ସାହିତ୍ୟ ତନ୍ମଧ୍ୟରୁ ଏକ ରୂପେ ନାମିତ କରାଯାଏ । ଏହି ପରିପ୍ରେକ୍ଷୀରେ ସୁସାହିତ୍ୟିକ କବିସୂର୍ଯ୍ୟ ବଳଦେବ ରଥ ଓ କବି ରବି ସିଂ ଆଦିଙ୍କର ଅନେକ ଉଦାହରଣ ଦେଖିବାକୁ ମିଳେ । ନିଜ ସମ୍ପର୍କରେ ଏ ବିଷୟରେ ଦୁଇପଦ କହିବାକୁ ଚାହିଁବି ସହୃଦୟ ମୋର ପ୍ରିୟ ପାଠକମାନଙ୍କ ଆଗରେ । ମନେପଡେ, ମୋର ଛାତ୍ର ଜୀବନରୁ ଏହିପରି କବିତା ପ୍ରତି ଏକ ଆକର୍ଷଣ ମତେ କେମିତି ଅଜାଣତରେ ମନ୍ତ୍ରମୁଗ୍ଧ କରିଥିଲା । ଅବଶ୍ୟ ନିରବଛିନ୍ନ ଭାବରେ ମୁଁ ତା'ର ସଦବ୍ୟବହାର କରିପାରିନାହିଁ ବିଭିନ୍ନ ପାରିବାରିକ ଓ ଚାକିରି ଜୀବନରେ ସମସ୍ୟା ବହୁଳତା ମଧ୍ୟରେ । ତେବେ ବିଭିନ୍ନ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିର ଆଧାରରେ ଭିନ୍ନ ଭିନ୍ନ ସମୟରେ ଲେଖା, ବ୍ୟଙ୍ଗ କବିତା ସଂକଳନଟି ଆଜି ମୋର ପ୍ରିୟ ପାଠକ ପାଠିକାମାନଙ୍କୁ ଅର୍ପଣ କରିବାର ମନସ୍କତାକୁ ଏଡାଇ ପାରୁନାହିଁ । ଏଥିରୁ କେତେକ କବିତା 'ଅମୃତାୟନ', 'ପଶ୍ଚିମା', 'ସମାରୋହ' ଆଦି ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି ।""

Full Product Details

Author:   Ananta Charan Behera
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.20cm , Length: 21.60cm
Weight:   0.240kg
ISBN:  

9781645608127


ISBN 10:   1645608123
Pages:   202
Publication Date:   08 January 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଅନନ୍ତ ଚରଣ ବେହେରା ୦୨ ଜୁଲାଇ ୧୯୪୨ରେ ମୟୂରଭଞ୍ଜ ଜିଲ୍ଲାର ନଳଗଜାରେ ଜନ୍ମଗ୍ରହଣ କରିଥିଲେ । ସପ୍ତମ ଶ୍ରେଣୀରୁ ଛୋଟ ଛୋଟ କବିତା ଲେଖା ସହ ତାଙ୍କ ସାରସ୍ୱତ ଜୀବନ ଆରମ୍ଭ ହୋଇଥିଲା । ଶିକ୍ଷକତାକୁ ବୃତ୍ତି ରୂପେ ଆପଣେଇଥିବା ଅନନ୍ତ ଚରଣ ବେହେରାଙ୍କ ଏଯାବତ ପ୍ରକାଶିତ ପୁସ୍ତକ ମଧ୍ୟରେ 'ମାଟିରମାୟା ଓ କାହାଣୀର ସ୍ରୋତସ୍ୱିନୀ\' (ଭ୍ରମଣ କାହାଣୀ), Ananda Shankar Das and his Dramas (English), The Beginner's Essays and Letters for Classes IV to VII (ପାଠ୍ୟ ପୁସ୍ତକ) ଅନ୍ୟତମ । ଚାକିରିରୁ ଅବସର ଗ୍ରହଣ ପରେ ପତ୍ନୀ ସୁନନ୍ଦା ବେହେରାଙ୍କ ସହିତ ବର୍ତ୍ତମାନ ସେ ବାରିପଦାରେ ଅବସ୍ଥାନ କରୁଛନ୍ତି ।

Tab Content 6

Author Website:  

Countries Available

All regions
Latest Reading Guide

RGFEB26

 

Shopping Cart
Your cart is empty
Shopping cart
Mailing List