Kichhi Katha Kichhi Bichara

Author:   Benudhara Padhi ,  Sanghamitra Bhanja
Publisher:   Black Eagle Books
ISBN:  

9781645604471


Pages:   280
Publication Date:   03 September 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Kichhi Katha Kichhi Bichara


Add your own review!

Overview

ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା ମଧ୍ୟ । ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ନେଇ ତାଙ୍କର ତୁଳନାତ୍ମକ ଅଧ୍ୟୟନ ପ୍ରସୂତ ସମାଲୋଚନା ପୁସ୍ତକ 'ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ' ତାଙ୍କ ସ୍ୱତନ୍ତ୍ର ଗବେଷଣା ଏବଂ ବୁଦ୍ଧିଦୀପ୍ତତାର ପରିଚୟ ବହନ କରେ । 'ବୋଧିଛାୟା' ତାଙ୍କର ତୃତୀୟତମ ବହୁଚର୍ଚ୍ଚିତ ମୌଳିକ କବିତା ପୁସ୍ତକ । ସଂଘମିତ୍ରାଙ୍କର ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି 'ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପ', 'ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ', 'ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ' ଏବଂ 'ସମାଜ ଦର୍ଶନ ଓ ସାହିତ୍ୟ' ଏବଂ 'ପ୍ରତିଭା ପରିଚର୍ଚ୍ଚା' ଇତ୍ୟାଦି ଉଲ୍ଲେଖନୀୟ । ବିଶିଷ୍ଟ ହିନ୍ଦୀ କବି ମାଧବ କୌଶିକଙ୍କ 'ଶୁନୋ ରାଧିକା' ଏବଂ ଏନ୍].ବି.ଟି. ଦ୍ୱାରା ନିର୍ଦ୍ଦେଶିତ ଚାରିଟି ଶିଶୁଗଳ୍ପ ପୁସ୍ତକର ସେ ଅନୁବାଦିକା । ସଂପାଦନା କ୍ଷେତ୍ରରେ 'ଗୌରହରି ଦାସଙ୍କ ସାରସ୍ୱତ ବଳୟ', 'ପ୍ରାଚୀନ କାବ୍ୟ-ବିତାନ' 'ମଧ୍ୟଯୁଗୀୟ କାବ୍ୟ-ବିତାନ' ଏବଂ 'କଳ୍ପଲୋକର ଛାୟା', 'ଏକବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା ମା' ରମାଦେବୀ' ପରେ 'ପ୍ରବାସୀ ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମୀକ୍ଷା' ତାଙ୍କର ଅନ୍ୟତମ ସଂପାଦନା ପୁସ୍ତକ । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟରତ ।

Full Product Details

Author:   Benudhara Padhi ,  Sanghamitra Bhanja
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.60cm , Length: 21.60cm
Weight:   0.358kg
ISBN:  

9781645604471


ISBN 10:   1645604470
Pages:   280
Publication Date:   03 September 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ସାଂପ୍ରତିକ ସାହିତ୍ୟ କ୍ଷେତ୍ରରେ ଡକ୍ଟର ବେଣୁଧର ପାଢ଼ୀ (୧୯୫୯) ଜଣେ କୃତବିଦ୍ୟ ସାହିତ୍ୟିକ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ତାଙ୍କର ଦୃଷ୍ଟିଭଙ୍ଗୀ ଏବଂ ବଳିଷ୍ଠ ତାଙ୍କର ଉପସ୍ଥାପନା । ଜଣେ ସଚେତନଶୀଳ ସାହିତ୍ୟିକ ଭାବରେ ସେ ତାଙ୍କର ପ୍ରବନ୍ଧଗୁଡ଼ିକରେ ସାଂପ୍ରତିକ ସମୟର ବାସ୍ତବ ଚିତ୍ର ଅଙ୍କନ କରିଛନ୍ତି । ତାଙ୍କ ଫିଚରଗୁଡ଼ିକ ପ୍ରାୟତଃ ରାଜନୀତି-ପୃଷ୍ଠଭୂମି ଆଧାରିତ । 'ସଂସ୍କୃତି ଓ ସାଂପ୍ରତିକତା', 'ସନ୍ତ୍ରାସବାଦ', 'ଫିକାତ୍ରିରଙ୍ଗା', 'ମଗଜ ମନ୍ଥନ', 'ଡେଣାଛିଣ୍ଡା କଙ୍କି ଓ ଝିଅର ଭାଗ୍ୟ' ଆଦିରେ ପତ୍ରସ୍ଥ ତାଙ୍କ ପ୍ରବନ୍ଧଗୁଡ଼ିକ ଯେତିକି ମୌଳିକ ସେତିକି ଭାବୋଦ୍ଦୀପକ । ତାଙ୍କ ଆଲୋଚନା-ଗ୍ରନ୍ଥ 'ନୟାନିବନ୍ଧ', 'ଉତ୍ତର ଆଧୁନିକତା ଭୂମିରୁ ସୀମା', ବିଦଗ୍ଧ ବିମର୍ଶ', 'ସାହିତ୍ୟତତ୍ତ୍ୱ ପ୍ରାଚ୍ୟ ଓ ପାଶ୍ଚାତ୍ୟ', 'ଲୋକସାହିତ୍ୟ ଓ ଲୋକସାହିତ୍ୟତତ୍ତ୍ୱ' ଇତ୍ୟାଦି ତାଙ୍କୁ ଜଣେ ସମର୍ଥ ସମାଲୋଚକର ପରିଚିତି ଦେବାକୁ ସମର୍ଥ । ସାଂପ୍ରତିକ ସାହିତ୍ୟ ଅଧ୍ୟୟନରେ ତାଙ୍କର ସ୍ୱତନ୍ତ୍ର ରୁଚି ଓ ଧାରଣା ରହିଛି । ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ସାହିତ୍ୟ ଇତିହାସ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା ମଧ୍ୟ । ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ନେଇ ତାଙ୍କର ତୁଳନାତ୍ମକ ଅଧ୍ୟୟନ ପ୍ରସୂତ ସମାଲୋଚନା ପୁସ୍ତକ 'ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ' ତାଙ୍କ ସ୍ୱତନ୍ତ୍ର ଗବେଷଣା ଏବଂ ବୁଦ୍ଧିଦୀପ୍ତତାର ପରିଚୟ ବହନ କରେ । 'ବୋଧିଛାୟା' ତାଙ୍କର ତୃତୀୟତମ ବହୁଚର୍ଚ୍ଚିତ ମୌଳିକ କବିତା ପୁସ୍ତକ । ସଂଘମିତ୍ରାଙ୍କର ସମାଲୋଚନା ପୁସ୍ତକ ମଧ୍ୟରେ ରହିଛି 'ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପ', 'ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦ', 'ଓଡ଼ିଆ ସାହିତ୍ୟ ପୁରୁଣା ଓ ନୂଆ' ଏବଂ 'ସମାଜ ଦର୍ଶନ ଓ ସାହିତ୍ୟ' ଏବଂ 'ପ୍ରତିଭା ପରିଚର୍ଚ୍ଚା' ଇତ୍ୟାଦି ଉଲ୍ଲେଖନୀୟ । ବିଶିଷ୍ଟ ହିନ୍ଦୀ କବି ମାଧବ କୌଶିକଙ୍କ 'ଶୁନୋ ରାଧିକା' ଏବଂ ଏନ୍].ବି.ଟି. ଦ୍ୱାରା ନିର୍ଦ୍ଦେଶିତ ଚାରିଟି ଶିଶୁଗଳ୍ପ ପୁସ୍ତକର ସେ ଅନୁବାଦିକା । ସଂପାଦନା କ୍ଷେତ୍ରରେ 'ଗୌରହରି ଦାସଙ୍କ ସାରସ୍ୱତ ବଳୟ', 'ପ୍ରାଚୀନ କାବ୍ୟ-ବିତାନ' 'ମଧ୍ୟଯୁଗୀୟ କାବ୍ୟ-ବିତାନ' ଏବଂ 'କଳ୍ପଲୋକର ଛାୟା', 'ଏକବିଂଶ ଶତାବ୍ଦୀର ଆଲୋକବର୍ତ୍ତିକା ମା' ରମାଦେବୀ' ପରେ 'ପ୍ରବାସୀ ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମୀକ୍ଷା' ତାଙ୍କର ଅନ୍ୟତମ ସଂପାଦନା ପୁସ୍ତକ । ସଂପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା-ସାହିତ୍ୟ ବିଭାଗରେ ବିଭାଗମୁଖ୍ୟ ଭାବରେ କାର୍ଯ୍ୟରତ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List