Byabaharika Vaidika Ganita (Vedik Mathematics) - Vol 1

Author:   Dr Nalinikanta Mishra
Publisher:   Black Eagle Books
ISBN:  

9781645605553


Pages:   208
Publication Date:   26 May 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Byabaharika Vaidika Ganita (Vedik Mathematics) - Vol 1


Add your own review!

Overview

ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା । ସେସବୁକୁ ଦୃଷ୍ଟିରେ ରଖି ତାଙ୍କର 'ବୈଦିକ ଗଣିତ' ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରତିଶ୍ରୁତି ଏକ ନୂତନ ଦିଗନ୍ତ । ବିଦ୍ୟାର୍ଥୀ ତଥା ଗଣିତ ପ୍ରତି ରୁଚି ରଖିଥିବା ପ୍ରତ୍ୟେକଟି ବ୍ୟକ୍ତି ଏଥିରୁ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ।

Full Product Details

Author:   Dr Nalinikanta Mishra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.20cm , Length: 21.60cm
Weight:   0.268kg
ISBN:  

9781645605553


ISBN 10:   1645605558
Pages:   208
Publication Date:   26 May 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଶୈକ୍ଷିକ ପରିବେଶରେ ବିଶେଷ କରି ଗଣିତଶିକ୍ଷା କ୍ଷେତ୍ରରେ ଡକ୍ଟର ନଳିନୀକାନ୍ତ ମିଶ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ଏକ ବହୁ ପରିଚିତ ବ୍ୟକ୍ତିତ୍ୱ । ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ବରିଷ୍ଠ ଗଣିତ ବିଶେଷଜ୍ଞ ହିସାବରେ ପର୍ଯ୍ୟାପ୍ତ ଦକ୍ଷତା ସହ ଦୀର୍ଘ ସମୟ ଧରି ମାଧ୍ୟମିକ ଶିକ୍ଷା ନିମିତ୍ତ ପାଠ୍ୟଖସଡ଼ା ଏବଂ ତଦନୁଯାୟୀ ଗଣିତ ବିଷୟରେ ପୁସ୍ତକ ପ୍ରସ୍ତୁତି ସହ ଜଡ଼ିତ ରହି ଆସୁଥିଲେ । ଏତଦ୍]ବ୍ୟତୀତ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଘଉଋଜଞ) ତଥା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ଝଉଋଜଞ)ଙ୍କ ପାଇଁ ବିଭିନ୍ନ ସମୟରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ଶିକ୍ଷକ ପ୍ରଶିକ୍ଷଣରେ ପ୍ରଶିକ୍ଷକ ହିସାବରେ ବହୁଳ ଭାବରେ ସକ୍ରିୟ ଅଂଶଗ୍ରହଣ କରିଆସୁଥିଲେ । ଅଧୁନା ମାଧ୍ୟମିକ ସ୍ତର ଏବଂ ଉଚ୍ଚ଼ ମାଧ୍ୟମିକ ସ୍ତରର ଶିକ୍ଷାର୍ଥୀଙ୍କ ପାଇଁ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଓଗଇ) ଭୁବନେଶ୍ୱରର ଅଲମ୍ପିୟାଡ୍ (ଜଗଙ, ଓଙଛଗ)ର ପୂର୍ବପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିରମାନଙ୍କରେ ପ୍ରଶିକ୍ଷକ ହିସାବରେ ଦକ୍ଷତା ସହ କାର୍ଯ୍ୟ କରି ଆସୁଛନ୍ତି ।ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List