Bharatiya Musalaman Parichiti O Samasya

Author:   Umakanta Mahapatra
Publisher:   Black Eagle Books
ISBN:  

9781645608264


Pages:   146
Publication Date:   12 January 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Bharatiya Musalaman Parichiti O Samasya


Overview

ଭାରତର ମୁସଲମାନମାନଙ୍କର ସମସ୍ୟା ଉମାକାନ୍ତ ମହାପାତ୍ର ଯେପରି ଅନୁଶୀଳନ କରିଛନ୍ତି, ସେହିପରି ଅନୁଶୀଳନ ଓଡ଼ିଶାରେ ନଥିଲା, ଅନ୍ୟ ଭାରତୀୟ ଭାଷାରେ ବି ବିରଳ। ବିପୁଳ ତଥ୍ୟସମ୍ଭାର ଉପରେ ପ୍ରତିଷ୍ଠିତ ଏ ଅନୁଶୀଳନ କେବଳ ଲେଖକଙ୍କର ପାଣ୍ଡିତ୍ୟର ପରିଚାୟକ ନୁହେଁ, ତାଙ୍କର ଉଦାର, ସହାନୁଭୂତି ସମ୍ପନ୍ନ ଦୃଷ୍ଟିଭଙ୍ଗୀର ପରିଚାୟକ ମଧ୍ୟ। ଭାରତର ଇସଲାମ ଧର୍ମାବଲମ୍ବୀମାନଙ୍କୁ ସେ ଅନ୍ୟ ଭାରତୀୟଙ୍କଠାରୁ ଅଲଗା କରି ଦେଖିନାହାନ୍ତି। କେଉଁ କେଉଁ କାରଣବଶତଃ ସେମାନେ ଅନ୍ୟମାନଙ୍କ ତୁଳନାରେ ଅନଗ୍ରସର ତାହା ତର୍ଜମା କରିଛନ୍ତି ଏବଂ କ'ଣ କରାଗଲେ ସେମାନେ ନିଜର ସାମର୍ଥ୍ୟର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରି ଏକ ସମୃଦ୍ଧ, ପ୍ରଶସ୍ତତର ଜୀବନଯାପନ କରିପାରିବେ ତାହା ଦର୍ଶାଇଛନ୍ତି। ମୌଳବାଦର ପ୍ରବକ୍ତାମାନେ କିମ୍ବା ସେମାନଙ୍କ ସହାୟତାରେ ନିଜର ପ୍ରତିଷ୍ଠା ବଢ଼ାଇବାକୁ ଉଦ୍]ଗ୍ରୀବ ରାଜନୈତିକ ଦଳମାନେ ଜନସାଧାରଣଙ୍କର ଅସଲ ସମସ୍ୟା ବୁଝନ୍ତି ନାହିଁ। ତା'ର ଦୂରୀକରଣ ପାଇଁ ଆବଶ୍ୟକ ନିଷ୍ଠା ବା ସାମର୍ଥ୍ୟ ତାଙ୍କର ନ ଥାଏ; ସେମାନେ କେତୋଟି ନକଲି ସମସ୍ୟା ଉଦ୍]ଭାବନ କରି ସେଗୁଡ଼ିକୁ ପ୍ରକୃତ ସମସ୍ୟା ବୋଲି ଅଭିହିତ କରନ୍ତି। ନକଲି ସମସ୍ୟାର ସମାଧାନ ଗୋଟିଏ ଭାବରେ ସମ୍ଭବ। ସମସ୍ୟାଟି ନକଲି ବୋଲି ବୁଝି ତାକୁ ଉସ୍]କାଉଥିବା ଖଳ ଚରିତ୍ରମାନଙ୍କ ପ୍ରଭାବରୁ ନିଜକୁ ମୁକ୍ତ କରିବା। କିନ୍ତୁ ଜନସାଧାରଣ ଯଦି ସେମାନଙ୍କର ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବେ ଓ ତା'ର ସମାଧାନ ପାଇଁ ଚେଷ୍ଟିତ ହେବେ, ଖଳଚରିତ୍ରମାନଙ୍କର ବେଉସା ବୁଡ଼ିଯିବ।

Full Product Details

Author:   Umakanta Mahapatra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.90cm , Length: 21.60cm
Weight:   0.177kg
ISBN:  

9781645608264


ISBN 10:   1645608263
Pages:   146
Publication Date:   12 January 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଉମାକାନ୍ତ ମହାପାତ୍ର(୨୩ ଅପ୍ରେଲ୧୯୩୦ - ୦୮ ଜୁଲାଇ ୧୯୯୯)ଙ୍କ ଜନ୍ମସ୍ଥାନ କଟକ । ପିତା ସାକ୍ଷୀଗୋପାଳ ନିକଟସ୍ଥ ବିଶ୍ୱନାଥପୁର ଗ୍ରାମର ଲୋକନାଥ ମହାପାତ୍ର ଓ ମାତା ପାର୍ବତୀ ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ଶିକ୍ଷକ ପିତାଙ୍କ ତତ୍ତ୍ୱାବଧାନରେ ଭବାନୀପାଟଣାରେ ଓ ପରେ ଏହ୍ଲାବାଦରେ ସ୍କୁଲ ଶିକ୍ଷା ଲାଭ । ରେଭେନ୍]ସା କଲେଜ୍]ରୁ ଆଇ.ଏସ୍]ସି. ଓ ବ୍ରହ୍ମପୁର ଖଲିକୋଟ୍ କଲେଜ୍]ରୁ ବି.ଏସ୍]ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗରେ ୧୯୫୩ରେ ଯୋଗଦାନ । ସେହି ବର୍ଷ ବ୍ରହ୍ମପୁରର ଖ୍ୟାତନାମା ପଣ୍ଡିତ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କର ଚତୁର୍ଥ କନ୍ୟା ଅନସୂୟାଙ୍କ ସହିତ ବିବାହ । ଜଣେ ପଦସ୍ଥ କର୍ମଚାରୀ ଭାବେ ନାନାଦି ସ୍ଥାନରେ ଦାୟିତ୍ୱପୂର୍ଣ୍ଣର୍ କାର୍ଯ୍ୟ ସମ୍ପାଦନ କରି ସୁନାମ ଅର୍ଜନ । ୧୯୮୮ରେ ଚାକିରୀରୁ ଅବସର ଗ୍ରହଣ ପରେ ଭୁବନେଶ୍ୱରର ବାସିନ୍ଦା । ଦୁଇ ପୁତ୍ର ଅଶୋକ ଓ ପୁଷନ୍ ଉଚ୍ଚ ପଦସ୍ଥ କର୍ମଚାରୀ ।

Tab Content 6

Author Website:  

Countries Available

All regions
Latest Reading Guide

RGFEB26

 

Shopping Cart
Your cart is empty
Shopping cart
Mailing List