Ananya Mahakabya Shri Gitagobinda

Author:   Premananda Mohapatra
Publisher:   Black Eagle Books
ISBN:  

9781645604389


Pages:   194
Publication Date:   18 August 2023
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Ananya Mahakabya Shri Gitagobinda


Add your own review!

Overview

ସଂସ୍କୃତ ବାଙ୍]ମୟ ଜଗତର କାଳଜୟୀ ପ୍ରତିଭା ହେଉଛନ୍ତି କବିରାଜ ଶ୍ରୀଜୟଦେବ । ଶ୍ରୀଗତଗୋବିନ୍ଦ ଗ୍ରନ୍ଥକୁ ପ୍ରଫେସର ମହାପାତ୍ର ସମ୍ପାଦନା ଓ ଆଲୋଚନା କରିଛନ୍ତି । ପ୍ରଫେସର ମହାପାତ୍ର ପ୍ରତିପାଦନ କରିଛନ୍ତି ଯେ ଶ୍ରୀଗୀତଗୋବିନ୍ଦରେ ଭକ୍ତିଭାବନା, ଶୃଙ୍ଗାରୀଚେତନା, ଭାବ ଓ ଆବେଗର ସମନ୍ୱୟ, ଗୀତିମୟତା, ନାଟକୀୟତା କାନ୍ତ କୋମଳ ପଦାବଳୀର ପ୍ରୟୋଗ ଏହାକୁ କାଳଜୟୀ କରିପାରିଛି । 'ଅନନ୍ୟ ମହାକାବ୍ୟ ଶ୍ରୀଗୀତଗୋବିନ୍ଦ' ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।

Full Product Details

Author:   Premananda Mohapatra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.10cm , Length: 21.60cm
Weight:   0.254kg
ISBN:  

9781645604389


ISBN 10:   1645604381
Pages:   194
Publication Date:   18 August 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ୍ ସାରସ୍ୱତ ଗବେଷକ, ସମାଲୋଚକ ଓ ସୁବକ୍ତା । ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ମହାପାତ୍ର କୃତିତ୍ୱର ସହ ଅଧ୍ୟାପନା କରିଆସିଛନ୍ତି । ରେଭେନ୍]ଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ପ୍ରଫେସର ମହାପାତ୍ର ବିଭାଗ ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ମହାପାତ୍ରଙ୍କର ଅଦ୍ୟାବଧି ଅନେକ ସମାଲୋଚନା ପୁସ୍ତକ ପ୍ରକାଶିତ । ଡକ୍ଟର ମହାପାତ୍ର ଓଡ଼ିଶା ଲୋକ ସେବକ ମଣ୍ଡଳଙ୍କ ଆନୁକୂଲ୍ୟରେ 'ଗୁରୁ ଗୌରବ' ଉପାଧିପ୍ରାପ୍ତ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List