Bibahabedi Kete Dura O Anyanya Galpa

Author:   Himanshu Kumar Hota
Publisher:   Black Eagle Books
ISBN:  

9781645602996


Pages:   280
Publication Date:   03 August 2022
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.20 Quantity:  
Add to Cart

Share |

Bibahabedi Kete Dura O Anyanya Galpa


Add your own review!

Overview

କାହାଣୀ ଭିତରେ କାଳ ଥାଏ, ଚିତ୍ର ଥାଏ, ଚରିତ୍ର ଥାଏ, ଘଟଣା ଦୁର୍ଘଟଣା ଥାଏ । କାହାଣୀକାରର ସୂକ୍ଷ୍ମ ଅନୁଭୂତି ଛତ୍ରେ ଛତ୍ରେ ଲିପିବଦ୍ଧ ହୋଇଥାଏ । ଏଥିରେ ମଧ୍ୟ ଥାଏ ସୃଜନଶୀଳତା ଓ କଳ୍ପନାପ୍ରବଣତା । ଏହାର ଶିଳ୍ପକଳା, କଥନ ଭଙ୍ଗୀ, ପ୍ରାରମ୍ଭର ଉତ୍]କଣ୍ଠା ତଥା ପରିସମାପ୍ତିର ବହୁବଣ୍ଣା ତୃପ୍ତି/ଅତୃପ୍ତି ପାଠକକୁ ବିମୋହିତ କରେ । ମୁଁ ଗପ ଲେଖିଛି । ଅନେକ ପାଠକୀୟ ଶ୍ରଦ୍ଧା ଓ ପ୍ରଶଂସା ଅର୍ଜନ କରିଛି । ଓଡିଆ ସାହିତ୍ୟର ଆଧୁନିକ ଯୁଗସ୍ରଷ୍ଟା ଫକୀରମୋହନ ସେନାପତିଙ୍କଠାରୁ ଅନେକ ସଫଳ ସ୍ରଷ୍ଟା ତାଙ୍କର କାଳଜୟୀ ସୃଷ୍ଟି ସମ୍ଭାର ଧରି ତଳକୁ ତଳ ଧାଡି ବାନ୍ଧି ରହିଛନ୍ତି । ସେମାନଙ୍କର ନାମ ଉଲ୍ଲେଖ କରିବା ସମ୍ଭବ ନୁହେଁ । ତେବେ ସେମାନଙ୍କ ତଳ ଧାଡିରେ ମୁଁ ସାମିଲ ହେବାକୁ ଚେଷ୍ଟା କରିଛି । କୁହାଯାଏ ସେମାନଙ୍କ ସମୟରେ ବିଭିନ୍ନ ପରୀକ୍ଷାମୂଳକ ଗଳ୍ପ ଲେଖାଯାଇଛି, ବିଭିନ୍ନ ବାଦ(ସଗ୍ଦଜ୍ଞ)ର ଅନୁପ୍ରବେଶ ଘଟିଛି । ମୋ ଗଳ୍ପଗୁଡିକ ସେହି ଭିତରେ କେଉଁଠି ଅଛି ମୁଁ କହି ପାରିବି ନାହିଁ । ଏହା ସମୀକ୍ଷକଙ୍କ କାମ । ତେବେ ମୋ ଗଳ୍ପଗୁଡିକରେ କଣ ଥାଏ ବୋଲି ଖୋଜିଲେ ସବୁ କିଛି ଉପାଦାନ ତ ମିଳିବ, ମିଳିବ ବି କଳ୍ପନାପ୍ରବଣତା ଓ ସତ୍ୟତା । ଗଳ୍ପରେ କଳ୍ପନା ପ୍ରବଣତାର ମାତ୍ରା ଅଧ୍ୟଧିକ ହେଲେ ତାହା ଆଉ ଗଳ୍ପ ହୋଇ ରହେ ନାହିଁ, ପୁଣି ସତ୍ୟତାର ପରିମାଣ ଅତ୍ୟଧିକ ହେଲେ ତାହା ବି ଗଳ୍ପ ହୋଇ ନ ପାରି ସମ୍ବାଦକୁ ଚାଲିଆସେ । ଗଳ୍ପ ହେଉଛି ସତମିଛ, ଛାଇଖରାର ଏକ ଦସ୍ତାବିଜ । ତେବେ ମୁଁ ଦୃଢ଼ ଭାବେ କହିବି ଯେ ମୋ ଗଳ୍ପ ସମୂହ ମୋ ଚିହ୍ନା ପୃଥିବୀର, ଆତ୍ମୀୟତାର । ମୋ ଗଳ୍ପର ଚିତ୍ର ଚରିତ୍ରମାନ ମୋ ଆଗରେ ଜୀବନ୍ତ ଭାବେ ଠିଆ ଉଠନ୍ତି । ଏହା ଭିତରେ ଇଚ୍ଛା ହେଲା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ମୋର ଗଳ୍ପସମୂହକୁ ସଂକଳିତ କରିବାକୁ । ସଂଗ୍ରହ କରିବାକୁ ଚେଷ୍ଟା କଲି । ସଂପୂର୍ଣ୍ଣ ରୂପେ ସଫଳ ହୋଇ ପାରିଲି ନାହିଁ । କିଛି ଗପ ଫକୀରମୋହନଙ୍କ 'ଲଛମନିଆ'ପରି ଆତ୍ମ ଗୋପନ କଲେ ।

Full Product Details

Author:   Himanshu Kumar Hota
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.60cm , Length: 21.60cm
Weight:   0.358kg
ISBN:  

9781645602996


ISBN 10:   1645602990
Pages:   280
Publication Date:   03 August 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ହିମାଂଶୁ କୁମାର ହୋତା (୧୯୫୯)ଙ୍କ ଜନ୍ମ ବଲାଙ୍ଗୀର ଜିଲ୍ଲାର କୁଶମେଲ ଗ୍ରାମରେ । ଭଜନ, ଶିଶୁ ସାହିତ୍ୟ, କବିତା, ଗଳ୍ପ, ଉପନ୍ୟାସରେ ସେ ଖୁବ୍ ସିଦ୍ଧହସ୍ତ । ଶ୍ରୀ ହୋତାଙ୍କର ଉପନ୍ୟାସଗୁଡ଼ିକ ହେଲା- 'ସ୍ୱଣ୍ଣମୃଗ', 'ବିଡମ୍ବନା', 'ସତୀ, ସ୍ୱାଧୀ, କୁଲଟା' ଓ 'ଦାଦନ ରାଜ୍ୟ' । ଏହି ଗଳ୍ପ ସଂକଳନ 'ବିବାହ ବେଦୀ କେତେ ଦୂର ଓ ଅନ୍ୟାନ୍ୟ ଗଳ୍ପ' ହେଉଛି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପଗୁଡ଼ିକର ସମାହାର । ଗଳ୍ପଗୁଡିକର ଚିତ୍ର ଓ ଚରିତ୍ରମାନେ ଜୀବନ୍ତ । ଶ୍ରୀ ହୋତା ଓଡ଼ିଶା ରାଜସ୍ୱ ବିଭାଗରୁ ଏବେ ସେବାନିବୃତ୍ତ ଏବଂ ବର୍ତ୍ତମାନ ସେ ପାଟଣାଗଡ଼ ସହରର ଅଧିବାସୀ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

wl

Shopping Cart
Your cart is empty
Shopping cart
Mailing List