Shaheti Sonnet

Author:   Bibhudutta Mishra
Publisher:   Black Eagle Books
ISBN:  

9781645605522


Pages:   108
Publication Date:   05 May 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Shaheti Sonnet


Add your own review!

Overview

ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍]ଡ଼ିଭିଜନ୍]ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍]ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- 'ଉର୍ବଶୀର ଚିଠି' (୧୯୬୧), 'ହେ ସାରଥି, ରଥରଖ' (୧୯୬୩), 'ଶହେଟି ସନେଟ୍]' (୧୯୬୫), 'ବିସ୍ମୃତିର ସ୍ମୃତି'(୧୯୮୧), 'ସୁପର୍ଣ୍ଣର ସଂଗୀତ' (୧୯୯୦), 'କବିତା ବିଭୁଦତ୍ତ' (୨୦୦୦); ସାହିତ୍ୟ ସମାଲୋଚନା- 'ସବୁଜ ଯୁଗ ଓ କାବ୍ୟ ସଂଚୟନ' (୧୯୬୪), 'ଚନ୍ଦ୍ରଭାଗା ଓ ରାଧାନାଥ' (୧୯୬୨), 'କବିତା କଲ୍ଲୋଳ ପର୍ଯ୍ୟାଲୋଚନା' (୧୯୬୫), 'ଗାଥାକବି ଗୋଦାବରିଶ' (୧୯୬୫), 'ନିବଦ୍ଧ ବିଭୁଦତ୍ତ' (୨୦୦୧); ସଂକଳନ- 'କବିତା କାଲି ଓ ଆଜିର', 'ମାନସ ଗଙ୍ଗା', 'ଏକାଙ୍କିକା', 'ମାଧୁରୀ', 'ପ୍ରବନ୍ଧାୟନ ଗଳ୍ପ ମାନସ'; ଉପନ୍ୟାସ- 'ସାଗରୀକାର ସ୍ୱପ୍ନ ଭଙ୍ଗ' (୧୯୬୩); ଆତ୍ମଜୀବନୀ- 'ମୁଁ ବିଭୁଦତ୍ତ କହୁଛି' ।

Full Product Details

Author:   Bibhudutta Mishra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.145kg
ISBN:  

9781645605522


ISBN 10:   1645605523
Pages:   108
Publication Date:   05 May 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍]ଡ଼ିଭିଜନ୍]ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍]ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- 'ଉର୍ବଶୀର ଚିଠି' (୧୯୬୧), 'ହେ ସାରଥି, ରଥରଖ' (୧୯୬୩), 'ଶହେଟି ସନେଟ୍]' (୧୯୬୫), 'ବିସ୍ମୃତିର ସ୍ମୃତି'(୧୯୮୧), 'ସୁପର୍ଣ୍ଣର ସଂଗୀତ' (୧୯୯୦), 'କବିତା ବିଭୁଦତ୍ତ' (୨୦୦୦); ସାହିତ୍ୟ ସମାଲୋଚନା- 'ସବୁଜ ଯୁଗ ଓ କାବ୍ୟ ସଂଚୟନ' (୧୯୬୪), 'ଚନ୍ଦ୍ରଭାଗା ଓ ରାଧାନାଥ' (୧୯୬୨), 'କବିତା କଲ୍ଲୋଳ ପର୍ଯ୍ୟାଲୋଚନା' (୧୯୬୫), 'ଗାଥାକବି ଗୋଦାବରିଶ' (୧୯୬୫), 'ନିବଦ୍ଧ ବିଭୁଦତ୍ତ' (୨୦୦୧); ସଂକଳନ- 'କବିତା କାଲି ଓ ଆଜିର', 'ମାନସ ଗଙ୍ଗା', 'ଏକାଙ୍କିକା', 'ମାଧୁରୀ', 'ପ୍ରବନ୍ଧାୟନ ଗଳ୍ପ ମାନସ'; ଉପନ୍ୟାସ- 'ସାଗରୀକାର ସ୍ୱପ୍ନ ଭଙ୍ଗ' (୧୯୬୩); ଆତ୍ମଜୀବନୀ- 'ମୁଁ ବିଭୁଦତ୍ତ କହୁଛି' ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List