Mrutyubodha: Jeebanabodha

Author:   Mahendra Bhatanagar ,  Manoranjan Pattanayak
Publisher:   Black Eagle Books
ISBN:  

9781645605386


Pages:   92
Publication Date:   04 April 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Mrutyubodha: Jeebanabodha


Add your own review!

Overview

Full Product Details

Author:   Mahendra Bhatanagar ,  Manoranjan Pattanayak
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.127kg
ISBN:  

9781645605386


ISBN 10:   1645605388
Pages:   92
Publication Date:   04 April 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ମହେନ୍ଦ୍ର ଭଟନାଗର (୨୬ ଜୁନ୍ ୧୯୨୬-୨୭ ଏପ୍ରିଲ୍ ୨୦୨୦) ଜଣେ ଦ୍ୱି-ଭାଷିକ କବି- ହିନ୍ଦୀ ଓ ଇଂରେଜୀ । ୧୯୪୧ ମସିହାର ଶେଷ ଆଡ଼କୁ କାବ୍ୟ ରଚନାର ଆରମ୍ଭ । ପ୍ରାୟ ଛଅ ବର୍ଷର କାବ୍ୟରଚନାର ପରିପେକ୍ଷ ସ୍ୱତନ୍ତ୍ରତା-ପୂର୍ବ ଭାରତ; ଶେଷ ସ୍ୱତନ୍ତ୍ରୋତ୍ତର । ହିନ୍ଦୀର ତତ୍କାଳୀନ ତିନୋଟିଯାକ କାବ୍ୟ-ଧାରାରେ ସଂପୃକ୍ତ-ରାଷ୍ଟ୍ରୀୟ କାବ୍ୟଧାରା, ଉତ୍ତର ଛାୟାବାଦୀ ଗୀତିକାବ୍ୟ ଏବଂ ପ୍ରଗତିବାଦୀ କବିତା । ପ୍ରଗତିଶୀଳ ମାନବତାବାଦୀ କବି ରୂପରେ ସିଏ ପ୍ରତିଷ୍ଠିତ । କବିତାର ଅନ୍ତର୍ବସ୍ତୁ ପ୍ରତି ସିଏ ସର୍ବଦା ସଜାଗ । ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୧୦ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି' (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ- ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍]ଭଗବଦ୍]ଗୀତା', 'ହଂସଦୂତ', 'ଦ୍ରଷ୍ଟା' । 'ମୃତ୍ୟୁବୋଧ ଜୀବନବୋଧ' ଶ୍ରୀ ପଟ୍ଟନାୟକଙ୍କର ଏକାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List