|
|
|||
|
||||
Overviewନରେନ୍ଦ୍ର କୁମାର ଭୋଇଙ୍କ 'ଧୁନ୍ଦୁକୁଡ଼ା' ସମକାଳୀନ ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଭାଷା ଓ ପ୍ରକାଶଭଙ୍ଗୀର ପରିଚ୍ଛନ୍ନତା, ତୀକ୍ଷ୍ଣ ଚିତ୍ରକଳ୍ପ ସହିତ ଆଜିର ମଣିଷର ନିଃସଙ୍ଗତା ଓ ଅସହାୟତାର ପରିପ୍ରକାଶ ଏ ସଂକଳନକୁ କରିଛି ସାର୍ଥକ ଓ ସ୍ମରଣୀୟ । --- ଗଣେଶ୍ୱର ମିଶ୍ର ପ୍ରାକ୍ତନ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ Full Product DetailsAuthor: Narendra Kumar BhoiPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.60cm , Length: 21.60cm Weight: 0.132kg ISBN: 9781645605270ISBN 10: 1645605272 Pages: 96 Publication Date: 03 March 2024 Audience: General/trade , General Format: Paperback Publisher's Status: Active Availability: In stock We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationନରେନ୍ଦ୍ର କୁମାର ଭୋଇ ବୌଦ୍ଧ ଜିଲ୍ଲାର ନୁର୍ପା ଗ୍ରାମରେ ୨୨ ଜୁଲାଇ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ । ସମାଜକର୍ମ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ଏବେ ସାହିତ୍ୟ ଓ ସମାଜ ସେବାରେ ନିୟୋଜିତ । ତାଙ୍କର ପ୍ରକାଶିତ କବିତା ସଂକଳନ ହେଲା 'ଧୁନ୍ଦୁକୁଡ଼ା' (ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ), 'ସ୍ୱର ନିଜର' ଏବଂ 'ପୀଡ଼ାପର୍ବ' (କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର ପ୍ରାପ୍ତ) । ସେ ପାଇଥିବା ପୁରସ୍କାର ଓ ସମ୍ମାନ ମଧ୍ୟରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ବସନ୍ତ ମୁଦୁଲି ସ୍ମୃତି ପୁରସ୍କାର, ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର, କବି ଭାନୁଜୀ ରାଓ ସ୍ମୃତି ସମ୍ମାନ, କୋଶଳ ସାହିତ୍ୟ ସମ୍ମାନ ଉଲ୍ଲେଖଯୋଗ୍ୟ । Tab Content 6Author Website:Countries AvailableAll regions |