Bhaba Anubhaba

Author:   Gagan Panigrahi
Publisher:   Black Eagle Books
ISBN:  

9781645605560


Pages:   256
Publication Date:   26 May 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Bhaba Anubhaba


Add your own review!

Overview

"କବିତା ସାହିତ୍ୟର ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ । ମନର ଆବେଗ ଓ ଉଚ୍ଛ୍ବାସକୁ ସ୍ବତଃସ୍ଫୁର୍ତ୍ତ ଭାବେ ଭାଷାରେ ରୂପ ଦେଇଥାଏ କବିତା। ଗଗନ ବିହାରୀ ପାଣିଗ୍ରାହୀଙ୍କର କବିତା ସଂକଳନ ""ଭାବ-ଅନୁଭବ""ର କବିତା ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେପରି କବିତା ମାଧ୍ୟମରେ କବିଙ୍କର ମନର ଆବେଗ ଭାଷାରେ ପରି ପ୍ରକାଶ ହୋଇଛି। ଏଥିରେ ସନ୍ନିବେଶିତ କବିତା ଗୁଡ଼ିକ ପୂର୍ବ ସଙ୍କଳନ ପରି ଛନ୍ଦୋବଦ୍ଧ ଓ ସୁୁଖପାଠ୍ୟ। ଛନ୍ଦୋବଦ୍ଧ କବିତା ଲେଖିବା କବିଙ୍କର ବିଶେଷତ୍ବ। ଭାଷା ଯେପରି ସରଳ ଭାବ ସେହି ପରି ତରଳ। ଲାଳିତ୍ୟରେ ପୁଟ ଦିଆ କବିତା ଗୁଡିକ ପାଠକଲେ ଲାଗେ ନଦୀର ସ୍ରୋତ ପରି ଏହା ପ୍ରବାହିତ ହେଉଅଛି । ଆଜିକାଲିର ଆଧୁନିକ କବିତା ଭଳି ଦୁର୍ବୋଧ୍ୟତା ଓ ଅବୋଧ୍ୟତା କୌଣସି କବିତାରେ ପରିଲକ୍ଷିତ ହୁଏ ନାହିଁ । କ୍ଷୁଦ୍ର ବୃହତ ସତୁରିଟି କବିତାର ଗୁଚ୍ଛ ଏ ସଂକଳନ । କଥାବସ୍ତୁ କେବଳ ଓଡ଼ିଶାରେ ସୀମିତ ନରହି ଏହା ବିସ୍ତାରୀ ଯାଇଛି ସାରା ବିଶ୍ବକୁ । ବିଷୟ ବସ୍ତୁରେ ସ୍ଥାନ ପାଇଛି ରାମାୟଣ ଓ ମହାଭାରତର ଗଳ୍ପ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧର ବିଭୀଷିକା, କୋଭିଡ଼ ମହାମାରୀ ସମୟରେ ଜୀବନ ଓ ଜୀବିକା, ଆଧ୍ୟାତ୍ମିକ, ସାମାଜିଜ, ରାଜନୈତିକ, ବ୍ୟଙ୍ଗ ଓ ରମ୍ୟ ରଚନା । ନାନା ପ୍ରକାର ବିଷୟ ବସ୍ତୁ ହୋଇ ଥିବାରୁ ଏହାର ସମସ୍ତ କବିତାକୁ ସାତଟି ବିଭାଗରେ ବିଭକ୍ତ କରା ହୋଇଅଛି । କବିତା ଗୁଡ଼ିକରେ ଓଡିଆ ଓ ଓଡିଶାର ଚିରାଚରିତ କବିତା ଶୈଳୀ ସହ ସନେଟ୍], ଲିରିକ୍ସ, ଏଲିଜି ଓ ବାଲାଡରେ ଭରପୁର । ଆଶାକରା ଯାଏ ଏ କବିତା ସଂକଳନ ପୂର୍ବ ସଂକଳନ ପରି ପୁଣି ଥରେ ପାଠକ/ପାଠିକା ମାନଙ୍କର ଦୃଦୟଗ୍ରାହୀ ହୋଇ ତାଙ୍କୁ ଆମୋଦ ପ୍ରଦାନ କରିବାରେ ସକ୍ଷମ ହେବ ।"

Full Product Details

Author:   Gagan Panigrahi
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.50cm , Length: 21.60cm
Weight:   0.327kg
ISBN:  

9781645605560


ISBN 10:   1645605566
Pages:   256
Publication Date:   26 May 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

"ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ଦିଲ୍ଲୀସ୍ଥିତ ପ୍ରଖ୍ୟାତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଜିନେଟିକ୍ସରେ ଏମ୍]ଫିଲ୍] ଓ ପିଏଚ୍]ଡି ଉପାଧି ହାସଲ କରି କାନାଡ଼ାକୁ ଉଚ୍ଚ ଶିକ୍ଷା କରିବା ପାଇଁ ଆସିଥିଲେ୤ ପେଶାରେ ଜଣେ ବୈଜ୍ଞାନିକ ହେଲେ ହେଁ ଓଡ଼ିଆ ସାହିତ୍ୟ ତାଙ୍କର ନିଶା । ଓଡ଼ିଆରେ କବିତା ଲେଖିବାକୁ ସେ ଭଲ ପାଆନ୍ତି ଓ କବିତାରେ ନିଜ ଗାଁ ମାଟିପାଣିର କଥା ସହ ଉତ୍କଳୀୟ ସଂସ୍କୃତିକୁ ବେଶ୍] ନିଖୁଣ ଭାବରେ ଅଙ୍କନ କରି ପାରନ୍ତି । ତାଙ୍କର ଦୁଇଟି କବିତା ସଙ୍କଳନ ""ଫୁଲ ବଗିଚା""(୨୦୧୬) ଓ ""ପ୍ରତିଚ୍ଛବି""(୨୦୧୭) କାବ୍ୟମୋଦୀ ପାଠକ ମହଲରେ ଆଦୃତ ହୋଇଛି ।୤ ନିଜ ଅଭିଜ୍ଞତାର ଷୋହଳଟି ଗଳ୍ପକୁ ନେଇ ତାଙ୍କର ଜୀବନୀ ""ଯାହା କଲି ଓ ଯାହା ପାଇଲି"" (୨୦୨୨) ସାରା ପୃଥିବୀର ପାଠକ ଓ ପାଠିକାମାନଙ୍କର ମନୋରଞ୍ଜନ କରିବାରେ ସହାୟକ ହୋଇଛି । ଏଥି ସହ ଅବସର ସମୟରେ ସେ ନାଟକରେ ଅଭିନୟ ଓ ଚିତ୍ରାଙ୍କନ କରନ୍ତି । ନାଟକରେ ଅଭିନୟ କରିବା ଦୃଷ୍ଟିରୁ ଏବଂ ଉତ୍ତର ଆମେରିକାରେ ଓଡ଼ିଆ କଳା, ସାହିତ୍ୟ ଓ ସଂସ୍କୃତି ପ୍ରସାରଣ କରିବା ଯୋଗୁଁ ଆମେରିକାରେ ଥିବା ଓଡ଼ିଶା ସୋସାଇଟି ଅଫ୍] ଆମେରିକାଜ୍] ତରଫରୁ ତାଙ୍କୁ ""କଳାଶ୍ରୀ"" ଉପାଧି ପ୍ରଦାନ କରାଯାଇଛି ।୤ ସମ୍ପ୍ରତି ସେ କାନାଡ଼ାର ଟରୋଣ୍ଟୋ ସହରରେ ଥିବା ପୃଥିବୀ ପ୍ରସିଦ୍ଧ ହସ୍]ପିଟାଲ୍] ଫର୍] ସିକ୍] ଚିଲଡ୍ରେନ୍]ରେ ଜିନେଟିକ୍]ସ ଏଣ୍ଡ ଜିନୋମିକ୍]ସ ବାଇୟୋଲଜିରେ ଗବେଷଣା କରନ୍ତି ।"

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

Aorrng

Shopping Cart
Your cart is empty
Shopping cart
Mailing List