Aha

Author:   Sanjit Kumar Bal
Publisher:   Black Eagle Books
ISBN:  

9781645602170


Pages:   92
Publication Date:   28 September 2021
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $23.26 Quantity:  
Add to Cart

Share |

Aha


Add your own review!

Overview

ସଂଜିତଙ୍କ କବିତା ସ୍ୱପ୍ନ ଆଉ ସ୍ୱପ୍ନଭଂଗର ରିଆଜରେ ଆଳାପ ତୋଳେ ନିଶବ୍ଦ ରାତିର ଝିଂକାରୀ ପରି,ଖୁବ୍ ଆସ୍ତେ ଆଉ ନୀରବରେ।ମୁହୂର୍ତ୍ତକୁ ମହୋତ୍ସବ କରିବାରେ ସେ ଧୂରନ୍ଧର।ମାଟି ଓ ମଣିଷର କଥା ତାଂକ କବିତାର ଆଦ୍ୟ ସ୍ୱର ହୋଇଥିବା ବେଳେ ପ୍ରକୃତିକୁ ନିରୀକ୍ଷଣ କରିବାର ଅଦମ୍ୟ ଉତ୍ସାହ ଓ ମାନବିକ ସଂବେଦନଶୀଳତାର ସ୍ପୁରଣ ତାଂକ କାବ୍ୟସତ୍ତାର ସାମଗ୍ରିକ ବିଭବକୁ ସୂଚାଏ।ମାନବୀୟ ପ୍ରେମ ତାଂକୁ ଶିଖାଇଛି ଅଂଧାରରୁ ତନ୍ତୁ କାଢି ବୁଣିବାକୁ ଡର ଉପରେ ଢାଂକି ଦେବା ପରି ଚାଦର।ଢେଉ ପରି ତାଂକ କବିତା।କବିତାରୁ ଫୁଲି ଉଠୁଥିବା ଚିତ୍ରମୟ ବାସ୍ତବତା ପାଠକଂକ ଦୃଷ୍ଟିରେ ଗୁନ୍ଥି ଦେଇଥାଏ ଶିହରଣ।ଜୀବନର ଅନେକ ପରୀକ୍ଷା ରୁ ପ୍ରାପ୍ତ ବିଚାରବୋଧ ତାଂକୁ ଯୁକ୍ତିସଂପନ୍ନ କରିଥିବାରୁ ସମକାଳରେ ସେ ବେଶ୍ ପ୍ରଭାବଶାଳୀ ଓ ପାଠକଙ୍କର ଖୁବ୍ ଅଂତରଂଗ।

Full Product Details

Author:   Sanjit Kumar Bal
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.127kg
ISBN:  

9781645602170


ISBN 10:   1645602176
Pages:   92
Publication Date:   28 September 2021
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

"୨୧ ଏପ୍ରିଲ ୧୯୬୭ରେ ଜନ୍ମ ହୋଇଥିଲେ ସଂଜିତ୍ କୁମାର ବଳ । ତାଙ୍କ ପ୍ରଥମ କବିତା ୧୯୮୭ରେ ଭଦ୍ରକ କଲେଜର ମୁଖପତ୍ର 'ପଲ୍ଲୀଭାରତୀ' ଓ ପରେ ୧୯୯୬ରେ 'ଝଙ୍କାର'ରେ ପ୍ରକାଶିତ ହୋଇଥିଲା ଏବଂ ମିଳିଥିଲା ପ୍ରଚୁର ପାଠକୀୟତା । ପରେ ଯଶସ୍ୱୀ କବି କମଳାକାଂତ ଲେଂକାଙ୍କ ପ୍ରେରଣାରେ ୧୯୯୭ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା ସଂକଳନ ""କବିତାରେ କଥାବାର୍ତ୍ତା' । ଏଯାବତ୍ ତାଙ୍କର ୮ଟି କବିତା ସଂକଳନ ପ୍ରକାଶିତ । କବିତା ପାଇଁ ତାଙ୍କୁ 'କାଦମ୍ବିନୀ କବିତା ସମ୍ମାନ', 'ଭଦ୍ରକ ପୁସ୍ତକ ମେଳା', 'ଚନ୍ଦ୍ରଭାଗା', 'ସ୍ୱର ସ୍ୱାକ୍ଷର' ପରି ବହୁ ପ୍ରତିଷ୍ଠିତ ସାହିତ୍ୟ ସଙ୍ଗଠନ ପକ୍ଷରୁ ସମ୍ମାନ ମିଳିଛି ।"

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

lgn

al

Shopping Cart
Your cart is empty
Shopping cart
Mailing List